ଆସରେ ଖ୍ରୀଷ୍ଟୀୟ ସେନା ଆସ ଆଜି ଆସ,

ମୁକ୍ତି ବିନା ଯେତେ ଅଛନ୍ତି ଅନ୍ଧାରେ,

ଆଲୋକ ତହିଁ ପ୍ରକାଶ । ଘୋଷା ।

କୁହ କୁହ ହେ ଯାଇ ଦୀନ ପାପୀର ପାଇଁ

କଣ୍ଟାବିଦ୍ଧ ହସ୍ତ ପଦବରିଲେ ଦୀନ ବେଶ । ୧ । 

 

ତାଙ୍କରି ତ୍ୟାଗ ମୁକତି ଆଣିଛି ଭବେ

କୁହ ପାପୀ ତାପୀ ନିରାଶ ନ ହୁଅ କେବେ,

ତ୍ୟାଗ ମନ୍ତ୍ରଟି ବରିକ୍ରୁଶ ନିଶାଣ ଧରି ଶତ ମୁକ୍ତିହୀନେ ଆଜି ଆଣ ତାଙ୍କରି ପାଶ । ୨ ।

ସୂଚୀମାଳାକୁ ଫେରନ୍ତୁ