ଆସ ହେ ଗାଇବା ମିଳି ଆନନ୍ଦ ସଙ୍ଗୀତ

ଜୟ ଯୁବାମେଷ ରବେ ପୂରାଇ ଜଗତସେହି ନାମ ସୁଧା

ଆନନ୍ଦେ ମାତି ପାଇବା ଯୀଶୁ ନାମ ସୁଧା । ୧ । 

 

ମୁଞ୍ଜରିବ ଶୁଷ୍କତରୁବ୍ରତତୀ ଲୋଟିବ,

ଆନନ୍ଦ-ଉପବନରେ କୁସୁମ ଫୁଟିବସେହି ନାମ ସୁଧା

ଆନନ୍ଦେ ମାତି ପିଇବା ଯୀଶୁ ନାମ ସୁଧା । ୨ । 

 

ଲଭିବ ନବ ଜୀବନ ଏ ମୃତ ଶରୀରେ

ପୁଲକେ ଭାସିବ ଧରା ଆନନ୍ଦ ସଲିଳେସେହି ନାମ ସୁଧା

ଆନନ୍ଦେ ମାତି ପିଇବା ଯୀଶୁ ନାମ ସୁଧା । ୩ ।