Thursday, March 13, 2025

Poovin Pavangal yavum pokida பூவின் பாவங்கள் யாவும் போக்கிட

 



பூவின் பாவங்கள் யாவும் போக்கிட

தேவ மைந்தன் யேசு பிறந்தார்

பெத்லகேம் ஊரில் புல்லணை மீது

பாலனாக தவழ்ந்தார்.



  பாடுவோம் பாடுவோம்

  பாலனை நாம் போற்றுவோம்

  துதிப்போம் துதிப்போம்

  ஆனந்தமாய் ஆர்ப்பரிப்போம்



வானில் விந்தையாய் விண்மீன் தோன்றிட

வாடைக் காற்று மெல்ல வீசிட

கன்னி மாpயாள் மைந்தனாகவே

யேசு பாலன் பிறந்தார் பாடுவோம்



வானில் தூதர்கள் கீதம் இசைக்க

ஆட்டிடையர் செய்தி கூறிட

மன்னன் ஏரோது எண்ணி கலங்க

மண்ணில் தேவன் தோன்றினார் பாடுவோம்

Yesu Piranthar nalpattu padungal இயேசு பிறந்தார் நல்பாட்டுப் பாடுங்கள்

 


இயேசு பிறந்தார் நல்பாட்டுப் பாடுங்கள்
நம் தேவன் பிறந்தார் கைத்தாளம் போடுங்கள் - 2 (இயேசு)
ஆனந்த ராகங்கள் பாடிடுங்கள்
h;ப்பாpத்து பாலகனை கொண்டாடுங்கள் - 2 (ஆனந்த)

1. ஏசாயா திருவாக்கு நிறைவேறவே
  ஈசாயின் அடிமரம் துளிர்த்ததுவே
  ஏழையாக அவதரித்தார்
  தாழ்மையாக வந்துதித்தார்
  பார்எங்கும் சந்தோஷம் பெருகிடவே - இந்த - இயேசு

2. ஏவாளால் பிறந்திட்ட சாபம் நீங்க
  ஏகமாய் பூமியில் பாவம் தீர்க்க
  பாலகனாய் வானவரே
  பாரினிலே அவதரித்தார்
  பார் எங்கும் சந்தோஷம் பெருகிடவே - இந்த - இயேசு

3. தொழுவத்தில் பிறந்திட்ட விண்வேந்தரே
  திறந்திட்டோம் எம் உள்ளம் அரசாளுமே
  பாவங்களை மன்னித்திடும்
  பாசமுடன் ஏற்றுக்கொள்ளும்
  என்றென்றும் நாங்கள் உம் பிள்ளைகளே - தேவா - இயேசு

gao halleluyah gao hossanna ଗାଅ ହାଲିଲୁୟା ଗାଅ ହୋଶାନ୍ନା ପ୍ରଭୁଙ୍କର


ଗାଅ ହାଲିଲୁୟା ଗାଅ ହୋଶାନ୍ନା
ପ୍ରଭୁଙ୍କର ନାମେ ସ୍ତୁତି ବନ୍ଦନା
ଧନ୍ୟବାଦ ତାଙ୍କୁ ଦେବାକୁ ଭୁଲି ଯାଅନା ହୋ..ହା.. (ଘୋଷା)

ଉଛୁଳି ଉଠୁଛି ଉତ୍ତମ ବିଷୟେ ଆମରି ଏହି ହୃଦୟ
ତବ ବରଦାନ ଆମ ଏ ଜୀବନେ ( ୨ ଥର)
ଦେଉଅଛୁ ଭକ୍ତି ଲୟ ହେ ପ୍ରେମମୟ
ସଦାପ୍ରଭୁ ପ୍ରେମମୟ…ହା..ହା… |୧|

ମନୋନୀତ କରିଛ ମାତାଙ୍କ ଗର୍ଭରୁ ତୁମରି ଯୋଜନା ପ୍ରେମେ
ତୁମେ ହିଁ ଆମର ମହାନ ଆଶ୍ରୟ ( ୨ ଥର)
ତୁମେ ନିକଟ ସହାୟ ହେ ଦୟାମୟ
ସଦାପ୍ରଭୁ ପ୍ରେମମୟ…ହୋ…ହା… |୨|

ସୂଚୀମାଳାକୁ ଫେରନ୍ତୁ


gaore jaya khristaname ଗାଆରେ ଜୟ ଖ୍ରୀଷ୍ଟନାମେ


ଗାଆରେ ଜୟ ଖ୍ରୀଷ୍ଟନାମେ
ହାଲୁୟା ହୋଶାନ୍ତା
ସର୍ଗତେଜି ଆସିଛନ୍ତି ଦେଖି ନର ବେଦନା
ହାଲିଲୁୟା ହୋଶାନ୍ତା (୨ଥର) … (ଘୋଷା)

ଜାତ ସେ ବେଥିଲିହିମେ
ପ୍ରେମ ସୁଧା ଝରଣା
ଦୀନ ହୀନ ପାପୀ ଜନେ
ବିତରଣେ କୁରଣା …ହୋ …(୨ଥର) … |୧|

ଚାଲ ଗୋ ପାଳକ ସଙ୍ଗେ
କରିବା ଗୋ ବନ୍ଦନା
ସାର୍ଥକ ହେବ ଜୀବନ
ଆମ ମନ କାମନା… ହୋ … |୨|

ମାନବ ମୁକତି ଲାଗି
ମହାପ୍ରେମ ସାଧନା
ହାଲୁୟା …ହୋଶାନ୍ତା …(୨ଥର) … |୩|

ସୂଚୀମାଳାକୁ ଫେରନ୍ତୁ


gao jayagana kara jayagano ଗାଅ ଜୟଗାନ, କର ଜୟଗାନ ପ୍ରିୟତମ



ଗାଅ ଜୟଗାନ, କର ଜୟଗାନ
ପ୍ରିୟତମ ଯୀଶୁ ନାମ
ଯୀଶୁ ହିଁ ମୁକ୍ତି, ଯୀଶୁ ହିଁ ଶାନ୍ତି
ଯୀଶୁ ଅନନ୍ତ ଜୀବନ… (ଘୋଷା)

ଆସିବ ଦୁଃଖ ନିନ୍ଦା ତାଡନା
ନକର ମୁଖ ମଳିନ
ତୋ ଆଗେ କେତେ ଯେ ଗଲେ
ଲୋତକ ହୋଇ ପୂର୍ଣ୍ଣ
ସହି ଯା ଆୟୁବ ସମାନ
ପ୍ରିୟତମ ଯୀଶୁ ନାମ… I୧|

ଖତରାଶିରୁ ଉଠାଇ ତୋତେ
କଲେ ନିଜର ସନ୍ତାନ
କୁଶ ଉପରେ ପରାଣ ଦେଇ
ଦେଲେ ମୋତେ ପରିତ୍ରାଣ
ସହି ଯା ଯୀଶୁ ସମାନ
ପ୍ରିୟତମ ଯୀଶୁ ନାମ… |୨|

ସୂଚୀମାଳାକୁ ଫେରନ୍ତୁ


gao sarabe jishu name ଗାଅ ସରବେ ଯୀଶୁ ନାମେ ହୋଶାନ୍ତା ଜୟଗାନ


ଗାଅ ସରବେ ଯୀଶୁ ନାମେ ହୋଶାନ୍ତା ଜୟଗାନ
ଧନ୍ୟବାଦ ପ୍ରଶଂସାରେ ତୋଳି ତାଙ୍କରି ନାମ…(ଘୋଷା)

ପ୍ରେମଭରା ତାଙ୍କ ପରଶ, ଆଣିଦେବ ମନେ ହରଷ
ପରମ ପିତା ଯୀଶୁ ଆମ, ଭରିଦେବେ ଆଶିଷ
ନିରାଶର ମନ ତଳେ ଆଲୋକ ସଂଚାରିବା
ଅନ୍ଧାର ଦୂରେ ଯିବା… |୧|

ପାପ କଳୁଷିତା ଆମର, ଦେଲୁ ପ୍ରଭୁ ତବ ପୟର
କର ନୂତନ ଏ ଜୀବନ, ସୁନ୍ଦର ମଧୁମୟ
ବିକଶିତ ହେଉ ସଦା ପୁରି ମଧୁ ସୁବାସ
ହେଉ ସଦା ହରଷ… |୨|

ସୂଚୀମାଳାକୁ ଫେରନ୍ତୁ

gotiye shroto raktare ଗୋଟିଏ ସ୍ରୋତ ରକ୍ତର ଝରୁଅଛି କୁଶେ


ଗୋଟିଏ ସ୍ରୋତ ରକ୍ତର ଝରୁଅଛି କୁଶେ
ଯେଡ଼େ ପାପୀ ହିଁ ଡୁବିଲେ ତା’ କଳଙ୍କ ନାଶେ… |ଘୋଷା|

ମୋର ବିଶ୍ୱାସ କୁଶରେ, କଲେ ରକ୍ତ ଦାନ
ମୋ ପରା ପାତକୀ ଯେହ୍ନେ ଲଭେ ପରିତ୍ରାଣ… |୧|

ସେ ସ୍ରୋତ ଦେଖି ଦସ୍ୟୁର ଶାନ୍ତି ହେଲା ମନେ,
ହେଲେ ହେଁ ମୁଁ ଅଭାଜନ ବଂଚିବି ତେସନେ… |୨|

ସେ ମେଷ ରକ୍ତର ଶକ୍ତି ସରୁ ନାହିଁ କିଛି,
ଯିବାଯାଏ ଭକ୍ତ ସ୍ୱର୍ଗ ପ୍ଲାବିତ ହେଉଛି… |୩|

ସେ ସ୍ରୋତ ଦେଖି ବିଶ୍ୱସେ କରେ ଜୟଗାନ,
ଗାଇ ଯିବି ମୁଁ ହରଷେ ତା’ରି କୃତ ତ୍ରାଣ…|୪|

ଯାଉ ନିସ୍ତେଜ ଏ ରସନା ନିରବ କବରେ,
ଗାଇବି ଗାନ ଏ ବାସନା ସ୍ୱର୍ଗେ ମୁ ସୁସ୍ବରେ… |୫|

ସୂଚୀମାଳାକୁ ଫେରନ୍ତୁ


gaiba jishunka namo ଗାଇବା ଯୀଶୁଙ୍କ ନାମ ଚରଣେ କରି ପ୍ରଣାମ



ଗାଇବା ଯୀଶୁଙ୍କ ନାମ ଚରଣେ କରି ପ୍ରଣାମ
ଜଗତ ମୁକତି ରାଜାଙ୍କୁ ନିଜ ହୃଦେ ଦେଇ ସ୍ଥାନ
କେତେ ପ୍ରେମ ଦେଇ, ଜଗତେ ବଂଚାଇ, ଆଶିଷ ବର୍ଷାଇ… (ଘୋଷା)

ବଂଚାଇଲେ ସେହି ଜୀବନ ଦେଇ
ସେ ପ୍ରେମକୁ ଆଉ ଭୁଲଇ ନାହିଁ… |୧|

ଆମ ପାପ ପାଇଁ, କାଣେ କୁଶ ବହି, ରକତ ଝରାଇ
ପ୍ରହାରିତ ହେଲ ଜଗତ ପାଇଁ
ତଥାପି ଜଗତ ଚିହ୍ନିଲା ନାହିଁ… |୨|

କୁହ କାଲବରୀ, ନୀରବ ନ ରହି, କୁଶର କାହାଣୀ
ପୂର୍ଣ୍ଣ କର ତୁମ ଭାବବାଣୀ
ଏଲୋହି, ଏଲୋହି ଲାମା ଶବକଥାନି… |୩|

ସୂଚୀମାଳାକୁ ଫେରନ୍ତୁ

gao jishu name halleluyah ହୋଶାନ୍ତା ହାଲିଲୁୟା ଗାଅ ଯୀଶୁ


ହୋଶାନ୍ତା ହାଲିଲୁୟା
ଗାଅ ଯୀଶୁ ନାମେ ହାଲିଲୁୟା ହୋଶାନ୍ତା
ଆସ ଯିବା ମିଳି ଶତ ସ୍ଵର ତୋଳି
ଯୀଶୁ ଜ୍ୟୋର୍ତି ଧରାରେ… (ଘୋଷା)

ଆଜିର ଏ ଶୁଭ ଦିନେ, ସ୍ୱାଗତିକା ଗୀତି ତାନେ
ପୁରାଇବା ଧରା ଜୟ ଜୟ ଗାନେ, ଅଳସ ବିଳାସ ତେଳି
କାଟିବା ଜୀବନ ଯୀଶୁର ଧିଆନେ,
ଯୀଶୁ ପରା ଆମ ସାଥୀ… | ୧ |

ଶତ ମନ ଦୀପ ଜାଳି, ଭକତିରେ ଦିଅ ସାଜି
କୋଟିଏ ମନର ଜାଗରଣ ଦୀପ ସରାଗରେ ଉଠୁଭରି
ଦୂରେ ଯିବ ଶତ ଶୋକ ଅବସାଦ,
ଆଲୋକିତ ଅମାରାତି … |୨|

ପ୍ରିୟତମ ଯୀଶୁ ମମ, ଦେବେ ଧୋଇ ପାପ ତମ
ଜାଗ ଜାଗ ଯୁବ ତରୁଣ ଜାଗରେ,
ଆଗେଇ ଚାଲରେ ପାପ ତେଜି
ବରି ନିଅ ତାରେ ଜୀବନ ସୀମାରେ,
ଦିଅରେ ଆରତି ସାଜି… |୩|

ସୂଚୀମାଳାକୁ ଫେରନ୍ତୁ

gana kare mu jisu nama ଗାନ କରେ ମୁଁ ଯୀଶୁ ନାମ ମୋତେ ଯେ


ଗାନ କରେ ମୁଁ ଯୀଶୁ ନାମ ମୋତେ ଯେ କଲେ ପ୍ରେମ
ହାଲିୟା ଗାଏ ସଦା ଧନ୍ୟ ମୋତେ ସେ କଲେ ତ୍ରାଣ (ଘୋଷା)


ଜାଣିଲି ଅଭାବ ମୋର ଏକଟି, ଝିଲି ମୋ ମନେ ନଥୁଲା ଶାନ୍ତି
ଶ୍ରୀପାଦେ ପାକ ସମର୍ପି ଦେଲି ଲଭିଲି ଜୀବନେ ଆନନ୍ଦ ମୁକ୍ତି ।୧।


ବିଦ୍ୟା, ଧନ, ମାନ ନକଲା ପୂତ ଯୀଶୁ ରକ୍ତ ହେଲା ଶୁଦ୍ଧ ପବିତ୍ର
ମାନିଲି ତାହାଙ୍କ ପ୍ରେମ ନେ ଉଛୁଳେ ମୋ ହୃଦେ ଆନନ୍ଦ ଗାନ ।୨।


ପାଇଲି ଜୀବନେ ସେ ଶ୍ରେଷ୍ଠଜନ ଶ୍ରେଷ୍ଠ ବହି ମୋତେ କଲେ ପ୍ରଦାନ
ତାହା ମୋ ସମ୍ପଦ ମୋ ନିତ୍ୟ ଧ୍ୟାନ ସାରା ଜଗତେ ମୁଁ
କରେଘୋଷଣ |୩ ।

ସୂଚୀମାଳାକୁ ଫେରନ୍ତୁ