ଆମେ ବିଜୟୀ ହେବା (୩ ଥର) ସେ ଦିନ

ମନେ ଅଛି ବିଶ୍ୱାସ ଦୃଢ଼ ବିଶ୍ୱାସ

ଆମେ ବିଜୟୀ ହେବା ସେ ଦିନ

ଆମେ ଶାନ୍ତି ଆଣିବା (୩ ଥର) ସେ ଦିନ

ମନେ ଅଛି ବିଶ୍ୱାସ ଦୃଢ଼ ବିଶ୍ୱାସ

ଆମେ ଶାନ୍ତି ଆଣିବା ସେ ଦିନ

ଆମେ ମିଳି ଚାଲିବାଆମେ ମିଳି ଚାଲିବା

ପ୍ରେମେ ମିଳି ଚାଲିବା ସେ ଦିନ

ମନେ ଅଛି ବିଶ୍ୱାସ ଦୃଢ଼ ବିଶ୍ୱାସ

ପ୍ରେମେ ମିଳି ଚାଲିବା ସେ ଦିନ

ଯୀଶୁ ରାଜା ଆସିବେ ନ୍ୟାୟ ଶାନ୍ତି ଆଣିବେ (୨ ଥର) ସେ ଦିନ

ମନେ ଅଛି ବିଶ୍ୱାସ ଦୃଢ଼ ବିଶ୍ୱାସ

ଯୀଶୁ ରାଜା ଆସିବେ ସେ ଦିନ

 

ସୂଚୀମାଳାକୁ ଫେରନ୍ତୁ