ଆସ ହେ ଭାଇ,

ଏକ ହୋଇବା ସୁସମାଚାରର ଧର୍ମ ପାଇଁ ଯତ୍ନ କରିବା । ଘୋଷା ।

ଦୃଷ୍ଟି କର ଆହେ ବାରେ,

ସତ୍ୟ ଧର୍ମ ବିହୁନରେ କି କ୍ଳେଶରେ ଅଛନ୍ତି ନରେ !

ଦୟା-ଚିତ୍ତରେ        ରକ୍ଷା ଅର୍ଥରେ,

ଉପାୟ ଥାଉଣୁ ହସ୍ତେ ଯତ୍ନ କି ନ କରିବା ା ୧ ।

 

କରୁ କରୁ ଯଦି ଯତ୍ନ ଘଟଇ ନାନାଦି ବିଘ୍ନ,

ଭୟରେ କି ତ୍ୟାଗ କରିବା ?

ନୋହୁ ଏସନ,          ନୋହୁ ଏସନ,

ଆସସମସ୍ତେ ମିଳିଣ ପ୍ରାଣପଣ କରିବା   ା ୨ ।

ସୂଚୀମାଳାକୁ ଫେରନ୍ତୁ