ମୁକ୍ତିଦାତା..ଯୀଶୁ ମୁକ୍ତିଦାତା..ସେହି ଏକା ମୋର ପାପ ହରତା (ଘୋଷା)
ଅନ୍ଧକାରେ ସେ ମୋ ଦିବ୍ୟଶିଖାଭବ ସାଗରେ ମୋ ତ୍ରାଣ ନଉକା ||୧||
ମୋ ମନ ଆକାଶେ ସେ ସବିତାମୋ ହୃଦ ଦୀପ ଅଲିଭା ବର୍ଭାକା || ୨ ||
ପାପ ନାଶକାରୀ ଜଗତ ଜିତାସଙ୍କଟ କାଳେ ମୋ ଉଦ୍ଧାରକର୍ତ୍ତା ||୩||
ସୂଚୀମାଳାକୁ ଫେରନ୍ତୁ
Post a Comment
No comments:
Post a Comment