ଯୀଶୁଙ୍କୁ ସଙ୍ଗେ ରଖିବିହୃଦ-ପଦ୍ମ ତାଙ୍କୁ ଦେବି । ଘୋଷା ।

ସେ ତ ଜୀବର ଜୀବମୋର ସର୍ବ ସମ୍ପଦ,

ଛାଡ଼ିଲେ ସେହି ପାଦ ବିପଦରେ ପଡ଼ିବି । ୧ ।

ଏ ଜଗତେ ବିପଦଚାରିଆଡ଼େ ଆପଦ,

ନ ଧରିଲେ ସେ ପାଦ କେମନ୍ତେ ମୁଁ ବଞ୍ôଚବି । ୨ । 

 

ସେ ମୋର ଜୀବନଧବତାଙ୍କରେ କରି ଭାବ

ହୋଇଣ ପାର ଭବ ସ୍ୱର୍ଗରେ ପହୁଞ୍ôଚବି । ୩ ।

ସୂଚୀମାଳାକୁ ଫେରନ୍ତୁ