ମହିମାମୟ ପ୍ରଭୁ ପ୍ରଶଂସନୀୟ ପ୍ରଭୁପୂଜା ବନ୍ଦନା କରୁଥିବି ସଞ୍ଜ ସକାଳେ ମୁଁ ଆରାଧନା….( ୪ ଥର)ପ୍ରିୟ ପ୍ରଭୁ ଯୀଶୁଙ୍କର ମୋ ପ୍ରଭୁ ଯୀଶୁଙ୍କର…. (ଘୋଷା)
ପବିତ୍ର ଆତ୍ମା ଓହ୍ଲାଇ ଆସ ଶକ୍ତି କର ପ୍ରକାଶଜୀବନ ମମ ହୋଇବ ଧନ୍ୟ ଦିଅ ତୁମ ଆଶିଷ….|| ୧ ||
ସୂଚୀମାଳାକୁ ଫେରନ୍ତୁ
Post a Comment
No comments:
Post a Comment