ଭଜ ହେ ଯୀଶୁଙ୍କ ନାମ ନିରବଧି

ଦେଇ ସର୍ବ ବଳ ଚିତ୍ତ ଦେହ ପ୍ରାଣାଦି । ଘୋଷା ।

ଭକ୍ତି ଚିତ୍ତେ ଦୃଢ଼ ମତେ ସେବା କର ନିରତେ;

ଯତନେ ସାଧନ କର ସେ ତ୍ରାଣନିଧି

ଧ ର ତାଙ୍କ ଶ୍ରୀ ଚରଣପାଇବ ହେ ଜୀବନ;             ା ୧ ।

ସେ ଦେବେ ଘୁଞ୍ଚାଇ ପାପ ସନ୍ତାପ ବ୍ୟାଧି

ନ ପାସୋର ତାଙ୍କୁ ମନନ ଛାଡ଼ କଦାଚନ;               ା ୨ ।

ଶେଷେ ସେହି ସ୍ୱର୍ଗେ ଦେବେ ଅନନ୍ତ ନିଧି

ଦୂର କର ଏ ସଂସାରସବୁ ମିଥ୍ୟା ଅସାର;               ା ୩ ।

ଖ୍ରୀଷ୍ଟ ନାମ ଭଜ ମନସେ ଗୁଣନିଧି       ା ୪ ।