ଯୀଶୁ ନାମ ମୋ ଅନ୍ତରେ କି ଆନନ୍ଦ ଦିଏଯୀଶୁ ବିନା ତ୍ରିଭୁବନେ ଆଉ ନାହିଁ ସେହି ନାମ (ଘୋଷା)
ଯେଉଁ ନାମ ଦିଏ ଶାନ୍ତି, ସେହି ନାମରେ ହିଁ ମୁକ୍ତିଯୀଶୁ ନାମେ ପାଇଛି ଆନନ୍ଦ ଆନନ୍ଦ |୧|
ପାପୀ ଡାକେ ଯୀଶୁ ନାମ ପାଇବାକୁ ନୂଆ ଜନ୍ମଯୀଶୁ ନାମେ ପାଇଛି ଆନନ୍ଦ ଆନନ୍ଦ |୨|
ସୂଚୀମାଳାକୁ ଫେରନ୍ତୁ
Post a Comment
No comments:
Post a Comment