ଯୀଶୁ ଉତ୍ତମ, ଯୀଶୁ ଉତ୍ତମ, ଯୀଶୁ ଉତ୍ତମ,ମୋ ପାଇଁ (ଘୋଷା)ଯୀଶୁ ଆସିଲେ ( ୩ ଥର) ସ୍ଵର୍ଗରୁ ମୋ ପାଇଁ … |୧|ଯୀଶୁ ମରିଲେ ( ୩ ଥର) କୃଶରେ ମୋ ପାଇଁ .. |୨|ଯୀଶୁ ଉଠିଲେ (୩ ଥର) କବରୁ ମୋ ପାଇଁ । I୩Iଯୀଶୁ ଜୀବିତ (୩ ଥର) ସର୍ବଦା ମୋ ପାଇଁ |୪|ଯୀଶୁ ଆସିବେ ( ୩ ଥର) ଆକାଶେ ମୋ ପାଇଁ |୫|
ସୂଚୀମାଳାକୁ ଫେରନ୍ତୁ
Post a Comment
No comments:
Post a Comment