ଯୀଶୁ ରାଜା ମୋ କରତା ତୁମେ ହି ମୋ ଭରସା (ଘୋଷା)
ଥିଲି ଦିନେ ଅନ୍ଧାରେ ବୁଡ଼ି ପାପରୂପ ପଙ୍କରେଉଠାଇଲ ମୋତେ ନିଜ ହସ୍ତେସ୍ଥାପିଲ ଦୃଢ଼ ଶଇଳେ || ୧ ||
ଥିଲି ମରଣ ପଥେ ଚାଲି ଶୟତାନ ଇଙ୍ଗିତେକଲ ସଞ୍ଜୀବିତ ପ୍ରେମେ ମୋତେବସାଇଲ ସରଗ ଦେଶେ || ୨ ||
ସୂଚୀମାଳାକୁ ଫେରନ୍ତୁ
Post a Comment
No comments:
Post a Comment