ଯୀଶୁଙ୍କ ପଛେ ଚାଲିବୁନବ ଜୀବନ ଲଭିବୁ… (ଘୋଷା)
ସେ ଯେ ସତ୍ୟ ସୁନ୍ଦର ସେ ଯେ ସତ୍ୟ ଈଶ୍ବରମିଳି ତାଙ୍କ ସାଥେ ଚାଲିବୁ ସତ୍ୟ ପଥେସଜାଡ଼ି ତାଙ୍କ ଚରଣେ ପାପ ଭାର ରଖିବୁ… |୧|
ସେ ଯେ ସତ୍ୟ ଜୀବନ ସତ୍ୟ ମୁକ୍ତି ନନ୍ଦନତ୍ରାତାଙ୍କ ମିଳନ ଯିଏ ମୋ ପ୍ରାଣଧନଜୀବନେ ଏ ମିଳନେ ପ୍ରାଣ ଭରି ଗାଇବୁ… |୨|
ସୂଚୀମାଳାକୁ ଫେରନ୍ତୁ
Post a Comment
No comments:
Post a Comment