ହାଲିଲୁୟା ଗାଅ ହେ ସର୍ବେ, ଗାଅ ହେ ହୋଶାନ୍ତାଜୟ ଗୀତ ଗାଇ ଗାଇ, କର ହେ ବନ୍ଦନା … (ଘୋଷା)
ବିଶ୍ଵ ଜନ ମନ ପ୍ରାଣେ, କରିଦେବୁ ଉଦ୍ଦୀପନାକହିଯିବୁ କାନେ, କାନେ, ମୁକ୍ତି ନାହିଁ ଯୀଶୁ ବିନା… |୧|
ତୁମେ ସତ୍ୟ ତୁମେ ପଥ, ତୁମେ ହିଁ ଅଟ ଜୀବନତୁମ ପାଶେ ରହିଥିଲେ, ନଥିବ ପାପ ଯାତନା… |୨|
ସୂଚୀମାଳାକୁ ଫେରନ୍ତୁ
Post a Comment
No comments:
Post a Comment