ବିଚିତ୍ର ଏ କେମନ୍ତକରି ନେତ୍ରପାତ ହେଲା କି ଦୂର ଦୂରିତ  । ଘୋଷା । 

 

କରନ୍ତେ ଦୃଷ୍ଟି ଯୀଶୁଙ୍କ କ୍ରୁଶ ପ୍ରତି ପୃଷ୍ଠରୁ ଗଲା ଖସି କି ତ୍ୱରିତ

ଧନ୍ୟ ସେ କଶ୍ରୁ କଲା କେଡେ ଼ଉଶ୍ୱାସଦର୍ଶେନ ଦୂରୀକୃତ ମୋ ଦରୂିତ ।୧ । 

 

କରନ୍ତେ ଦୃଷ୍ଟି ଖ୍ରୀଷ୍ଟ ରୁଧିର ପ୍ରତି ହେଲା ପାପକଳଙ୍କ ପରିଷ୍କୃତ,

ଧନ୍ୟ କବରତବ ଦର୍ଶେନ ମୋର ହେଲା କେଡ଼େ ଅଦ୍ଭତୁ ସୁଖ ଜାତ । ୨ ।

ଯୀଶୁ ହେ ଧନ୍ୟତବ ପରମ ନାମକ୍ରୁଶେ ଶୁଝିଛ ମୋର ଋଣପତ୍ର,

ଯୀଶୁ ହେ ଧନ୍ୟକ୍ରୁଶ କବର ଧନ୍ୟମୁଁ ଶାନ୍ତିପ୍ରାପ୍ତ କରି ନେତ୍ରପାତ । ୩ ।

ସୂଚୀମାଳାକୁ ଫେରନ୍ତୁ