ବନ୍ଦନା କରିବା ଆମେ ବନ୍ଦନା କରିବା
ରାଜାରାଜାଙ୍କୁ ଦେବାଦେବଙ୍କୁ ବନ୍ଦନା କରିବା… (ଘୋଷା)
ଆକାଶ ନିର୍ମାଣକାରୀଙ୍କୁ ଧରଣୀ ନିର୍ମାଣକାରୀଙ୍କୁ
ସମୁଦ୍ର ବିଭକ୍ତକାରୀଙ୍କୁ ଆମେ ବନ୍ଦନା କରିବା… |୧|
ସ୍ଵର୍ଗ ଉପବିଷ୍ଟ ପ୍ରଭୁଙ୍କୁ ଧରଣୀ ନିର୍ମାଣକାରୀଙ୍କୁ
ମୃତ୍ୟୁବଳ ଭଗ୍ଧକାରୀଙ୍କୁ ଆମେ ବନ୍ଦନା କରିବା… |୨|
ପାପୀଙ୍କ ମୁକତିଦାତାଙ୍କୁ ଈଶ୍ୱରଙ୍କ ସେହି ବାକ୍ୟକୁ
ଆସୁଛନ୍ତି ସେହି ଯୀଶୁଙ୍କୁ ଆମେ ବନ୍ଦନା କରିବା… |୩|
No comments:
Post a Comment