ଜୀବନ ସାଗର ତୀରେ, ଯଦି ଦୁଃଖ ଲହରି ଉଠେବୁଜି ଦିଅ ଦୁଇ ଆଖି, ଯାଅ ଯୀଶୁର ଚରଣେ ଲୋଟି … (ଘୋଷା)
ପରମବନ୍ଧୁ ସେ ଯେ, ନେବେ ଜୀବନ ନଉକା ବାହି,ବିଶ୍ବାସ ରଖ ମନେ, ଶୁଭେ ତାଙ୍କରି ମଧୁବାଣୀ… |୧|
ଦୁଃଖ କାହିଁକି ତେବେ , ସେ ଯେ ଦୁଃଖ ସୁଖର ସାଥୀ,କହିଦିଅ ମନ କଥା, ମନେ ଲଭିବ ଅଶେଷ ଶାନ୍ତ… |୨|
ସୂଚୀମାଳାକୁ ଫେରନ୍ତୁ
Post a Comment
No comments:
Post a Comment