ଜୟ ଜୟ ଯୀଶୁଜୟ ଜୟ ଯୀଶୁ,

ତୁମ୍ଭ ନାମେ ଉଠୁ ଜୟ ଜୟକାର,

ତୁମ୍ଭେ ସତ୍ୟଶାନ୍ତିଜୀବନମୁକ୍ତିତୁମେଇ ଦ୍ୱାର । ଘୋଷା । 

 

ପାପୀର ପାପ ଦୁଃଖ ହରତାହୃଦୟରେ ଶାନ୍ତି ଶକତିଦାତା,

ଆହେ ମନୋରଞ୍ଜନସର୍ବ ଦୁଃଖ ଭଞ୍ଜନ,

ଉଠୁ ଜୟକାରତୁମେ ସତ୍ୟଶାନ୍ତିଜୀବନମୁକ୍ତିତୁମେଇ ଦ୍ୱାର । ୧ ।

ସ୍ୱାର୍ଥର ଯୁଦ୍ଧପାପର ଦ୍ୱନ୍ଦ୍ୱ,

ଦୂରେ ଯାଉ ମନ୍ଦଶଠତାଛନ୍ଦଶାନ୍ତି ରାଜ୍ୟ ତୁମର ଆସୁ ପ୍ରତି ହୃଦର,

ଉଠୁ ଜୟକାରତୁମେ ସତ୍ୟଶାନ୍ତିଜୀବନମୁକ୍ତିତୁମେଇ ଦ୍ୱାର । ୨ ।

ସୂଚୀମାଳାକୁ ଫେରନ୍ତୁ