ଜୟଜୟଜୟଯୀଶୁ ହେ ଈଶ୍ୱ ନନ୍ଦନ,

ଜୟ ହେ ଜଗତ ପତି ଜୟ ଧର୍ମାତ୍ମନ       ା ଘୋଷା ।

ଜୟଜୟ ଯୁବାମେଷ ପାପ ଭାର ବାହନ,

ମଶୀହ ଶାନ୍ତି ରାଜା ଦାଉଦ ସନ୍ତାନ

ଜୟ ଜ୍ୟୋତିଃଦ୍ରାକ୍ଷାଲତାଜୟ ଇମ୍ମାନୁୟେଲ,          ା ୧ ।

ଉତ୍ତମ ମେଷପାଳକପଥ ସନାତନ ଜୟ ଖ୍ରୀଷ୍ଟ,

ଜୟ ଇଷ୍ଟଜୟ ଜଗଜ୍ଜୀବନ,            ା ୨ ।

ଦୁର୍ଗମେ ତ୍ରାହିମେ ତ୍ରାତା ମନୁଷ୍ୟ ସନ୍ତାନ   ା ୩ ।

ସୂଚୀମାଳାକୁ ଫେରନ୍ତୁ