ପ୍ରଭୁ ତୁମେ ରୁହ ସାଥେ ସାଥେ ଏ ଜୀବନ ସାରା
ମୁହଁ ଭୁଲି ସବୁ ଚାଲୁଥିବି ତୁମ ପଛେ ପରା (ମୋ ଯୀଶୁ)
ଏ ଜୀବନ ସାରା … |୧|
ବହୁ ଦୂର ପଥ ମୋର ପଥେ କେତେ ଅନ୍ଧାର
ତୁମେ ଯଦି ଜ୍ୟୋତି ମୋର ହେବି ନାହିଁ ଦିଗହରା
ଏ ଜୀବନ ସାରା …. |୨|
ଦୁଃଖ ଯେବେ ଆସେ ମନେ ଯିବି । ତୁମ ସନ୍ନିଧାନେ
ତୁମେ ଯଦି ସାନ୍ବନା ମୋ ଝରିବନି ଅଶୁଧାରା
ଏ ଜୀନ ସାର …. |୩|
ପରୀକ୍ଷା ଓ ପ୍ରଲୋଭନ ଅଛି ଆଗାମୀ ଜୀବନେ
ତୁମେ ଯଦି ସାଥ୍ ମୋର ହେବି ନାହିଁ ଧୈର୍ଯ୍ୟହରା
ଏ ଜୀବନ ସାରା …..|୪|
No comments:
Post a Comment