ପାପୀ ତୋର ପାପ ଆଜି ହେଲା ଅବସାନ
ମୃତ୍ୟୁଞ୍ଜୟୀ ଈଶ ସୁତ ସେ ଜଗତ ଜନ ରାଜନ ହେ (ଘୋଷା)

କବରର ତୀରେ ଯିଏ ଖୋଜି ଖୋଜି ଗୀତ ଗାଏ-ହେ
ସେ ଯେ ତୋର ଅତି ପ୍ରିୟ-ହାବିଦୁରିତା ମରିୟମ… |୧|

କାଲବରୀ ପରେ ଯିଏ ତା ଶୋଣିତ ଢାଳିଦିଏ
ତୃତୀୟ ଦିବସେ ଆଜି-ହାହେଲା ତାର ଉତ୍ଥାନ… |୨|

ସୂଚୀମାଳାକୁ ଫେରନ୍ତୁ