ପ୍ରଭୁ ଗୋ ମୋର ପ୍ରିୟତମ ତୁମରି ପ୍ରେମ ଅନୁପମବଣ୍ଡିବି ପ୍ରଭୁ ତୁମ ପ୍ରେମ ଗାଇବି ସଦା ତୁମ ନାମ … (ଘୋଷା)
ଅନ୍ଧକୁ ଦେଲ ନୟନ, ବଧୂରେ ଦେଲ ଶ୍ରବଣକୃଷିକୁ ପ୍ରଭୁ ସୁସ୍ଥ କରି, ମୃତ୍ୟୁକୁ ଦେଲ ଜୀବନ … |୧|
ରୁର ଶେଷେ ଢ଼ାଳିଲ ପାପରୁ ମୋତେ ଉଦ୍ଧାରିଲଅତୁଳନୀୟ ତୁମ ପ୍ରେମ ଗାଇବି ସଦା ତୁମ ନାମ … |୨|
ସୂଚୀମାଳାକୁ ଫେରନ୍ତୁ
Post a Comment
No comments:
Post a Comment