ପ୍ରଶ୍ନ :      ହେ ପିଲାଗଣ !

କରୁଛ ଯୀଶୁଙ୍କୁ କି ପ୍ରେମ । ଘୋଷା ।

ଉତ୍ତର : ହଁଯୀଶୁ ବିନା କେହି ସୁନ୍ଦର ନ ଦିଶଇ,

ଶାରୋଣ ଗୋଲାପରୁ ସେ ଅତି ମନୋରମ । ୧ ।

 

 ହଁସେହି ଯୀଶୁ ନାମ କର୍ଣ୍ଣକୁ ମନୋରମ,

ନାହିଁ ନାହିଁ ସେପରି ଅନ୍ୟ ସୁମିଷ୍ଟ ନାମ    । ୨ ।

 

 ହଁସେ ପିଲାମାନଙ୍କୁ ନରକୁ ତାରିବାକୁ,

ନିଜ ଜୀବନ ଦେଲେନ କରିବୁଁ କି ପ୍ରେମ । ୩ । 

 

ସେ ଅନନ୍ତ ଜୀବନପାପୀ ପୁଣ୍ୟ ବସନ,

ତାଙ୍କ ବିନା କାଠାକୁ କରିବା ହେ ଗମନ ?      । ୪ 

ଆସ ହେ ପିଲାପିଲିହୋଇ ସକଳ ମେଳି,

କରିବା ତାଙ୍କୁ ପ୍ରେମସେହି ପ୍ରେମ ଭାଜନ । ୫