ସ୍ଵର୍ଗ ଯାହାର ସିଂହାସନ ପୃଥିବୀ ଯାହାର ପାଦପୀଠ…ମୁଁ…ସେହି ପ୍ରିୟ ଯୀଶୁ ପାଦ ତଳେଭକତି ଅଞ୍ଜଳି ଢ଼ାଳେ … ମୁଁ … (ଘୋଷା)
ଯେ ନାମରେ ଅନ୍ଧ ଦେଖିଥିଲା,ସେ ନାମରେ ଛୋଟା ଚାଲିଥିଲାସେହି ନାମ ମୋର ଜୀବନ ସଂଗୀତସେ ନାମେ ଶାନ୍ତି ମିଳେ … ମୁଁ … |୧|
ସେ ନାମକୁ ମୃତ୍ୟୁ ଡରିଥିଲା ପାପ ଅମାନିଶା ପାହିଗଲାପାଇଛି ସେ ନାମ ଦେଇ ମୋ ଜୀବନତାଙ୍କରି ଚରଣ ତଳେ… ମୁଁ … |୨|
ସୂଚୀମାଳାକୁ ଫେରନ୍ତୁ
Post a Comment
No comments:
Post a Comment