ସେ ତ ପ୍ରେମନାଥ ଅନାଥ ନାଥ ପ୍ରେମିକ ପାଶେ ରହେ,

(ପ୍ରେମେ) କଣ୍ଟା ମୁକୁଟ କୋରଡ଼ା ଛାଟ ନୀରବରେ ଅଙ୍ଗେ ସହେ । ଘୋଷା ।

ଚାହାଁ ଚାହାଁ ବନ୍ଧୁ-ପ୍ରେମ-ସୁଧା-ସିନ୍ଧୁ-ଝରଣା ଝରୁଛି କ୍ରୁଶେ,

(ଧୋଇ) ଅମାପ ପାପ ଘୁଞ୍ଚାଇ ତାପ ସରଗର ପ୍ରୀତି ଦିଏ । ୧ ।

ଆସ ଆସ ସଖାଭକ୍ତି-ପୁଷ୍ପ ଏକା ଦେବା ଯୁବାମେଷ ପୟରେ,

ସେତ) ଆରତ-ତ୍ରାଣପାପୀ ଜୀବନପାପ-ତାପ ବହି ନିଏ । ୨ ।

ସୂଚୀମାଳାକୁ ଫେରନ୍ତୁ