ମୁହଁ ପାପୀ ଦୀନ ହୀନ ଚରଣେ ତୁମରଥୋଇଅଛି ପାପ ଭାରତୁମ ପାଦେ ନେଇ ଶରଣ … (ଘୋଷା)ଯୀଶୁ ମୋ କ୍ଷମାରେ … ଧୋଇ ମୋ ପାପରେକରିବେ ମୋତେ ନୂତନ ସୃଷ୍ଟିତାଙ୍କ ନିଜ ରକ୍ତରେ … |୧|ମୁକତି ପଥରେ ଯୀଶୁ ମୋ ସାହାରେଚାଲୁଥିବି ମୁଁ ଜ୍ୟୋତି ପଥରେଧରି ଯୀଶୁ ବାନାରେ… |୨|
ସୂଚୀମାଳାକୁ ଫେରନ୍ତୁ
Post a Comment
No comments:
Post a Comment