ମୋ ପରେ ତବ କରୁଣା ମୋ ପରେ ତବ ଆଶିଷ
ଢ଼ାଳିଦିଅ ଯୀଶୁ ମୋର, ତବ ଉଦ୍ଦୀପନା (ଘୋଷା)

ଗଢିନିଅ ଏ ଜୀବନ ତୁମ ରୂପ ଜ୍ୟୋର୍ତିରେ
ସଂସାରରୁ ଦୂରେ ରଖି ରୁହ ତୁମେ ସାଥୀରେ
ରୁହ ତୁମେ ସାଥୀରେ … I୧I

ପବିତ୍ର ଜୀବନ ଦେଇ କର ମୋତେ ନୂତନ
ତୁମ ସାଥେ ଚାଲୁଥିବି ଦିଅ କରୁଣା ଦାନ
ଦିଅ କରୁଣା ଦାନ…. |୨|

ସୂଚୀମାଳାକୁ ଫେରନ୍ତୁ