ଜୀବନ ନଦୀ ମୋ ହୃଦୟରେପ୍ରବାହିତ କର ପ୍ରଭୁ … (ଘୋଷା)
ଶରୀର କାର୍ଯ୍ୟ ସବୁ ବିନାଶ କର ହେ ପ୍ରଭୁଦୁର୍ବଳ ସମୟରେ, ତବ ବଳ ଦିଅ ପ୍ରଭୁ
ଆମ୍ଭିକ ଦାନ, ସବୁରେମୋତେ ଅଭିଷେକ କର ପ୍ରଭୁ
ଶୁଷ୍କ ଅସ୍ଥି ସକଳ ପୁନର୍ଜୀବିତ କରି ପ୍ରଭୁତୁମରି ଆଗମନକୁ, ମୁଁ ଚାହିଅଛି ପ୍ରଭୁ
ସୂଚୀମାଳାକୁ ଫେରନ୍ତୁ
No comments:
Post a Comment