ପାପ ମୋର କ୍ଷମା ଦିଅ ହେ(ସେହି) ରକ୍ତରେ, ରକ୍ତରେଯୀଶୁଙ୍କ ରକ୍ତରେ….
ପାପ ସବୁ ଧୋଇ ଦିଅ ହେଶାନ୍ତି ଆନନ୍ଦ ଦିଅ ହେଜୟ ଦିଅ ଶୟତାନ ଉପରେସାହସ ଦିଅ ହେ ପ୍ରାର୍ଥନାରେସ୍ଥାନ ଦିଅ ଦିପ୍ତି ରାଜ୍ୟରେଭକ୍ତି ଦିଅ ତବ ସେବାରେଶାସ୍ତ୍ର ପାଠେ ଶକ୍ତି ଦିଅ ହେବାଧ୍ୟ କର ତବ ଆତ୍ମାରେ
ସୂଚୀମାଳାକୁ ଫେରନ୍ତୁ
No comments:
Post a Comment